Download Now Banner

This browser does not support the video element.

ବଲାଙ୍ଗୀର: ଶିକେର ରେଲୱେ ଷ୍ଟେସନ ନିକଟରେ ଦୁର୍ଘଟନା,ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର

Balangir, Balangir | May 11, 2025
ଶିକେର ରେଲୱେଷ୍ଟେସନ୍ ନିକଟରେ ଏକ ଦୁଃଖଦ ଘଟଣା ଶିକେର ରେଲୱେ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ମହିଳା ଚଳନ୍ତା ମାଲଗାଡ଼ି ଟ୍ରେନ୍ କୁ ଚଡ଼ିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ଘଟଣାରେ ଗୁରୁତର ମହିଳାଙ୍କ ନାମ ଫୁଲମତି ମାଝୀ ବୋଲି ଚିହ୍ନଟ କରାଯାଇଛି, ଯିଏ ବାଗମୁଡ ଗ୍ରାମର ଯଦୁ ମାଝୀଙ୍କ ସ୍ତ୍ରୀ ବୋଲି ସୂଚନା ମିଳିଛି । ଘଟଣା ଘଟିଥିବା ପରେ ତୁରନ୍ତ ଆର୍ପିଏଫ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି, ଗୁରୁତର ଅବସ୍ଥାରେ ବଳାଙ୍ଗିର ଭୀମ ଭୋଇ ମେଡ଼ିକାଲ୍ ରେ ଭର୍ତ୍ତି କରା ଯାଇଛି।
Read More News
T & CPrivacy PolicyContact Us