Download Now Banner

This browser does not support the video element.

ବୌଦ୍ଧ ସଦର: ବିଜେଡ଼ିର ସାଧାରଣ ବୈଠକ ତାଲବାହାଲ ମେଗା ନର୍ସରୀ ଠାରେ ଅନୁଷ୍ଠିତ, ପଙ୍କଜ ସାହୁ ହରଭଙ୍ଗା ବ୍ଲକ ସଭାପତି ଭାବେ ନିର୍ବାଚିତ

Baudh Sadar, Boudh (Bauda) | Jun 4, 2025
ଆଜି ଅପରାହ୍ନ ୫ଟା ସାମୟରେ ପ୍ରାପ୍ତ ସୂଚନା ଅନୁସାରେ l ଆଜି ମଧ୍ୟାନ୍ହ ସମୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମୁଣ୍ଡା ପଞ୍ଚାୟତର ତାଲବାହାଲ ମେଗା ନର୍ସରୀ ଠାରେ l ପୂର୍ବତନ ମନ୍ତ୍ରୀ ଓ଼ ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ l ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେଈ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର ପୂର୍ବତନ ବ୍ଲକଉପାଧକ୍ଷ ପଙ୍କଜ ସାହୁ ନିର୍ବାଚିତ୍ତ ହୋଇଥିଲେ l
Read More News
T & CPrivacy PolicyContact Us