Download Now Banner

This browser does not support the video element.

ଧାରୁଆଡ଼ିହି: କୁଲ୍ଟା ପଞ୍ଚାୟତ ପରିସରରେ ଉଦ୍ଘାଟିତ ହେଲା ସି ଏସ ପି ପ୍ଲସ ବ୍ୟାଙ୍କ ଶାଖା।

Dharuadihi, Sundargarh | Feb 29, 2024
କୁଲ୍ଟା ପଞ୍ଚାୟତ ପରିସରରେ ଉଦ୍ଘାଟିତ ହେଲା ସି ଏସ ପି ପ୍ଲସ ବ୍ୟାଙ୍କ ଶାଖା। ଆଜି ଆମ ବ୍ୟାଙ୍କ ଯୋଜନା ର ଦ୍ୱିତୀୟ ପର୍ଯ୍ୟାୟ ର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଭି ସି ମାଧ୍ୟମ ରେ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ରେ ଏସ ପି ପ୍ଲସ ବ୍ୟାଙ୍କ ସେବା ର ଶୁଭାରମ୍ଭ ହୋଇଛି। ସୁନ୍ଦରଗଡ ଜିଲ୍ଳା ସଦର ବ୍ଲକ କୁଲ୍ଟା ଗ୍ରାମର ଏସ ପି ପ୍ଲସ ଶାଖା ମଧ୍ୟ ଏଥିରେ ସାମିଲ ହୋଇଛି। ଏହି ଅବସରରେ ସୁନ୍ଦରଗଡ ସଦର ବି ଡି ଓ , ସଦର ଖ ଜିଲ୍ଲା ପରିଷଦ,ସ୍ଥାନୀୟ ସରପଂଚ ଏବଂ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।
Read More News
T & CPrivacy PolicyContact Us