This browser does not support the video element.
ଢେଙ୍କାନାଳ ସଦର: ମିନା ବଜାର ବିଚ ରାସ୍ତାରେ ବୋହୂର ଚୁଟି ଘୋଷାଡ଼ି ପିଟିଲେ ଭିଡିଓ ଭାଏରାଲ
Dhenkanal Sadar, Dhenkanal | Aug 24, 2025
ଦିନ ଦ୍ବିପ୍ରହରରେ ବିଚ୍ ବଜାର ଉପରେ ବୋହୂର ଚୁଟି ଘୋଷାରି ତଳେ ପକାଇ ନିସ୍ତୁକ ମାଡ଼ ମାରିଲା ଦାଦାଶ୍ବଶୁର । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ମୀନା ବଜାରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଦୋକାନ ଘରକୁ ନେଇ ଏପରି ଘଟିଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେସ ଭାଏରାଲ ହେବାରେ ଲାଗିଛି। ମହିଳା ଜଣଙ୍କ ମଧ୍ୟ ନ୍ୟାୟ ପାଇଁ ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।