This browser does not support the video element.
ସୁକିନ୍ଦା: ଶ୍ରୀରାମପୁର ଗାଁ ରାସ୍ତାରେ ଦୁଇ ବାଇକ ଦୁର୍ଘଟଣାରେ ଚାରି ଗୁରୁତର
Sukinda, Jajpur | Sep 30, 2025
ଶ୍ରୀରାମପୁର ରାସ୍ତାରେ ବାଇକ ଦୁର୍ଘଟଣାରେ ସୁକିନ୍ଦା ଥାନା ଅନ୍ତର୍ଗତ ହୁଡ଼ିସାହି ଗ୍ରାମ ବାସୀନ୍ଦା ଟିକାୟତ ମହାନ୍ତ ଓ ପାଟପୁର ଗ୍ରାମ ପ୍ରଧାନ ମୁଣ୍ଡାଙ୍କ ପୁଅ କ୍ରୀଷ୍ଣା ,ସୁନୀତା ଓ ଅର୍ଜିତା ଗୁରୁତର ହୋଇଯାଇଥିଲେ । ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମଙ୍ଗଳାବର ଅପରାହ୍ନ 5 ଘଟିକା ସମୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଆର୍ଜିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।