This browser does not support the video element.
ନୂଆପଡା: ଖୁଟ୍ ମନ୍ ଭେରା ରେ ସ୍ଵାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ
Nuapada, Nuapada | Aug 31, 2025
ଆଜି ଅପରାହ୍ନ ପ୍ରାୟ ଚାରିଟା ସମୟରେ ନୂଆପଡ଼ା ଜିଲ୍ଲା ଧରମ ବନ୍ଧା ଥାନା ଖୁଟ ମନ୍ ଭେରା କେନାଲ ପଡ଼ା ରେ ସ୍ଵାମୀ ସନ୍ତୋଷ କମାର ଟ ଟାଙ୍ଗିଆ ଚୋ ଟ ରେ ସ୍ତ୍ରୀ ତରିତ୍ କମାର ର ମୃତ୍ୟୁ ଘଟିଛି ପୁଲିସ ମୃତଦେହ ଜବତ କରି ସ୍ବାମୀ ସନ୍ତୋଷ କୁ ଗିରଫ କରିଛି।