Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ସୀମାନ୍ତ ଆବୁଝମାଡ଼ ଜଙ୍ଗଲର ୧୬ ଜଣ ମାଓବାଦୀ କଲେ ଆତ୍ମସମର୍ପଣ

Malkangiri, Malkangiri | Sep 11, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସ ନିକଟରେ ଆବୁଝମାଡ଼ ଜଙ୍ଗଲର ୧୬ ଜଣ ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରେ କିଛି ବ୍ୟକ୍ତି ଜନତାନା ସରକାର ସଦସ୍ୟ, ମିଲିସିଆ କମାଣ୍ଡର, ସିଏନଏମ ଅଧ୍ୟକ୍ଷ, ପଞ୍ଚାୟତ ସରକାର ସଦସ୍ୟ ପ୍ରମୁଖ ରହିଛନ୍ତି। ଏମାନେ ଆତ୍ମସମର୍ପଣ କରିବା ପରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପୋଲିସ ପକ୍ଷରୁ ଆଜି ଗୁରବାର ଦିନ ୪ ଘଟିକା ସମୟରେ ସୂଚନା ମିଳିଛି।
Read More News
T & CPrivacy PolicyContact Us