Install App
sukindakhabar
This browser does not support the video element.
ଧର୍ମଶାଳା: କଣ୍ଟିଗଡିଆ ଗ୍ରାମରେ ଶିଶୁ କନ୍ୟାର ନାମକରଣ ଉତ୍ସବରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ
Dharmasala, Jajpur | Sep 9, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟିଗଡିଆ ସରପଞ୍ଚ ପ୍ରଶାନ୍ତ ରାଉତଙ୍କ କଣ୍ଟିଗଡିଆ ଗ୍ରାମରେ ନାତୁଣୀଙ୍କ ନାମକରଣ ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଶିଶୁ କନ୍ୟାର ଉଜ୍ୱଳ ଭବିଷ୍ୟତ କାମନା କରିଥିବା ସୋମବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!