Download Now Banner

This browser does not support the video element.

କୋଟପାଡ: ଚାଷୀଙ୍କୁ ଚିନା ବାଦାମ ଟଙ୍କା ପ୍ରଦାନ ପାଇଁ ବୈପାରୀଗୁଡା ଲେମ୍ପସ ଠାରେ ଏମଡି ଙ୍କୁ ତାଗିଦ କଲେ କୋରାପୁଟ ବିଧାୟକ ରଘୁରାମ ମାଛ

Kotpad, Koraput | Sep 2, 2025
ଭଲ ଦୁଇ ପଇସା ଆଶାରେ ମଣ୍ଡିରେ ଚିନା ବାଦାମ ବିକ୍ରି କରିଥିଲେ, କିନ୍ତୁ ୩ ମାସ ବିତିଲା ତଥାପି  ଚାଷୀଙ୍କ ଆକାଉଣ୍ଟ କୁ ଏ ପର୍ଯ୍ୟନ୍ତ ଟଙ୍କା ଆସିନି l ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ, ସେପଟେ ମଙ୍ଗଳବାର ଅପରାହ୍ନ ୩ ଟା ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ  ଲେମ୍ପସ କାର୍ଯ୍ୟାଳୟରେ ପହଂଚି ଏମଡିଙ୍କୁ ତାଗିଦ କରିଛନ୍ତି l ଅତି ଶୀଘ୍ର ଚାଷୀଙ୍କ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି l ଚାଷୀଙ୍କୁ 24ଘଣ୍ଟା ମଧ୍ୟରେ ଟଙ୍କା ମିଳିବ ବୋଲି କହିଚିନା ବାଦାମ କ୍ରୟ କରିନେଇଥିଲା ଲେମ୍ପସ ହେଲେ ଆଜି ପର୍ଯ୍ୟନ୍ତ ମିଳିନି ଟଙ୍କl ଏଥିଲାଗି ଏମଡି ବିଧାୟକ ତାଗିଦ କଲେ l
Read More News
T & CPrivacy PolicyContact Us