Download Now Banner

This browser does not support the video element.

ଚାରମାଳ: ବଡ଼ମାଳ ପଞ୍ଚାୟତର ନାଏବ ସରପଞ୍ଚଙ୍କ ପରଲୋକ

Charamal, Sambalpur | Aug 28, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବଡ଼ମାଳ ପଞ୍ଚାୟତର ନାଏବ ସରପଞ୍ଚ ଟଙ୍କଧର ଦେହୁରୀ ଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ବଡ଼ମାଳ ଅଞ୍ଚଳର ଜଣେ ଜଣାଶୁଣା ଯୁବନେତା ତଥା ବିଜୁଜନତା ଦଳର ଜଣେ ସକ୍ରୀୟ କର୍ମୀ ବର୍ତ୍ତମାନ ସେ ବଡ଼ମାଳ ପଞ୍ଚାୟତର ନାଏବ ସରପଞ୍ଚ ଦାୟିତ୍ୱରେ ଥିଲେ ।‌ ହେଲେ ତାଙ୍କ ପରଲୋକ ଖବର ଶୁଣିବା ପରେ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
Read More News
T & CPrivacy PolicyContact Us