This browser does not support the video element.
ଲୋଇସିଂହା: ଜଣସାଧାରଣଙ୍କ ସୁରକ୍ଷା ଓ ସଚେତନତା ପାଇଁ "ଆମ ପୋଲିସ ସମିତି" ସଭା ଝରନି ପାଲି ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ
Loisinga, Balangir | Aug 26, 2025
ଜଣସାଧାରଣଙ୍କ ସୁରକ୍ଷା ଓ ସଚେତନତା ପାଇଁ "ଆମ ପୋଲିସ ସମିତି" ସଭା ଝରନି ପାଲି ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ବଲାଙ୍ଗୀର ଅଗଳପୁର ଥାନା ପକ୍ଷରୁ ଆଜି ଝରଣୀପାଳି ଗ୍ରାମ ପଞ୍ଚାୟତରେ "ଆମ ପୋଲିସ ସମିତି" ସଭା ଆୟୋଜିତ ହୋଇଛି। ଏହି ସଭାରେ ବାଲ୍ୟ ବିବାହ, ସାମାଜିକ କୁସଂସ୍କାର, ଗୁଣ୍ଡାଗିରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସଚେତନତା ସନ୍ଦେଶ ପ୍ରଚାର କରାଯାଇଛି। ଗ୍ରାମବାସୀଙ୍କ ସହଭାଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶେଷକରି ନାରୀ ସୁରକ୍ଷା, ବାଲ୍ୟ ବିବାହ