Download Now Banner

This browser does not support the video element.

ନୂଆଗାଁ: ପାତି ସୁନାପୁର ଗ୍ରାମରେ ଅଶାନ୍ତିକୁ ନେଇ ବ୍ରହ୍ମପର ଏସପିଙ୍କୁ ଭେଟିଲେ ବିଜେଡି ଟିମ୍

Nuagaon, Ganjam | Aug 21, 2025
ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତି ସୁନାପୁର ଗ୍ରାମରେ ଲାଗି ରହିଛି ଅଶାନ୍ତି। ପୂର୍ବରୁ ଯେଉଁ ଅଶାନ୍ତ ପରିବେଶ ଲାଗି ରହିଛି ତାହାର ସମାଧାନ ସହ ଗ୍ରାମରେ କିପରି ଶାନ୍ତି ପ୍ରତିଷ୍ଠା ହେବ ସେ ନେଇ ବ୍ରହ୍ମପୁର ଏସପିଙ୍କୁ ତାଙ୍କର କାର୍ଯ୍ୟାଳୟରେ ଭେଟିଛନ୍ତି ବିଜୁ ଜନତା ଦଳର ଏକ ଟିମ୍। ଗୁରୁବାର ଅପରାହ୍ନରେ ଏଥିରେ ଚିକିଟି ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ଏସପି ଡଃ ଶ୍ରବଣା ବିବେକ ଏମ୍ କୁଂ ଭେଟି ଆଲୋଚନା କରିଛନ୍ତି।
Read More News
T & CPrivacy PolicyContact Us