Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଛିନତାଇ ଗ୍ୟାଙ୍ଗକୁ ଧରିଲା ଭଞ୍ଜପୁର ପୁଲିସ; ଗ୍ୟାଙ୍ଗରେ ୪ଜଣ ଅଭିଯୁକ୍ତ ସହ ଜଣେ ନାବାଳକ ଗିରଫ
Baripada M, Mayurbhanj | Aug 21, 2025
ବାରିପଦା ସହରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଛିନତାଇ ଗ୍ୟାଙ୍ଗକୁ ଧରିବାରେ ଭଞ୍ଜପୁର ଥାନା ପୁଲିସକୁ ସଫଳତା ମିଳିଛି। ଗ୍ୟାଙ୍ଗରେ ୪ଜଣ ଅଭିଯୁକ୍ତ ସହ ଜଣେ ନାବାଳକ ରହିଛନ୍ତି। ତାଙ୍କ ପାଖରୁ ଛିନତାଇ କରିଥିବା ଗୋଟିଏ ଲ୍ୟାପଟପ, ୧୦ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!