Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଆସାମ ରାଇଫଲ୍ସରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଥିବା ଓଡ଼ିଆ ସାହସୀ ଯବାନ ଯାହାଙ୍କ ଜନ୍ମ ପୁରୀ ଜିଲ୍ଲାର ଶାସନ କପିଳେଶ୍ୱରପୁର ଗ୍ରାମରେ ଅଟେ
Puri M, Puri | Oct 5, 2025
ଆସାମ ରାଇଫଲ୍ସରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଥିବା ଓଡ଼ିଆ ସାହସୀ ଯବାନ ଯାହାଙ୍କ ଜନ୍ମ ପୁରୀ ଜିଲ୍ଲାର ଶାସନ କପିଳେଶ୍ୱରପୁର ଗ୍ରାମରେ ଅଟେ । ସହିଦ ଶ୍ୟାମ ସୁନ୍ଦର କରଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ବିଷାଦଜନକ । ଦେଶ ସେବାର ଦାୟିତ୍ୱ ପୂରଣ କରିବା ସମୟରେ ତାଙ୍କ ଅମୂଲ୍ୟ ତ୍ୟାଗ ଓ ସାହସ ଓଡ଼ିଶାର ଗର୍ବ ଏବଂ ପ୍ରେରଣା ଭାବରେ ସଦା ଅମର ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା। ଶହୀଦଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!