This browser does not support the video element.
କାକଟପୁର: କୋଟି କୋଟି ଟଙ୍କା ହଡପ ଅସ୍ତରଙ୍ଗ ପଂଚାୟତ ସମିତି ସଭା ଗୃହ ମଧ୍ୟ୍ୟରେ ସାମାଜିକ ସମୀକ୍ଷା ବୈଠକ, ଅତିରିକ୍ତ ଜିଲ୍ଲାପାଳ ଯୋଗ ଦେଲେ
Kakatpur, Puri | Aug 30, 2025
ମୃତ ହିତାଧିକାରୀ ଙ୍କ ନାଁରେ ଉଠୁଛି ରାସନ :-ନଡ଼ିଆ ଗଛର ଚିହ୍ନ ବର୍ଣ୍ଣ ନାହିଁ, ଲକ୍ଷାଧିକ ଟଙ୍କା ହଡପ :-ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଧେଶ ନିଜ ପାଣ୍ଠିରୁ ଲଗାଇବେ ଗଛ -ଅତିରିକ୍ତ ଜିଲ୍ଲାପାଳ :-ଡିଲର ପଏଣ୍ଟରେ ସ୍ୱତନ୍ତ୍ର ଯାଞ୍ଚ କରିବେ ୩ ଜଣିଆ ଟିମ୍ :-କଡା ତାଗିଦ କରି ବର୍ଷିଲେ ଅତିରିକ୍ତ ଜିଲ୍ଲାପାଳ କାକଟପୁର /ଅସ୍ତରଙ୍ଗ :-୩୦/୦୮:-ପୁରୀ ଜିଲ୍ଲା ଅସ୍ତରଙ୍ଗ ପଂଚାୟତ ସମିତି ସଭାଗୃହ ମଧ୍ୟରେ ଶନିବାର ଦିନ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସାମାଜିକ ସମୀକ୍ଷା ରେ ମାଳ ମାଳ ଅଭିଯୋଗ ଓ ଅନିୟମିତତା ଚିତ୍ର ସାମ୍ନାକୁ ଆସ