Download Now Banner

This browser does not support the video element.

ଖୋର୍ଦ୍ଧା: ପିଚୁକୁଳି ସ୍ଥିତ ନେତାଜୀ ସୁବାଷ ବୋଷ ଛକ ଠାରେ ବ୍ରାଉନ ସୁଗାର ଜବତ,ଅଭିଯୁକ୍ତ ଗିରଫ

Khordha, Khordha | Sep 9, 2025
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ସ୍ଥିତ ନେତାଜୀ ସୁବାଷ ବୋଷ ଛକ ଠାରେ ରବିବାର ଦିନ ରାତିରେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଜଣକ ୮.୨୭ ଗ୍ରାମ ବ୍ରାଉନସୁଗାର ଧରି ବାଇକରେ ଯାଉଥିବା ସମୟରେ ଧରିଥିଲେ
Read More News
T & CPrivacy PolicyContact Us