Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଥୁବା ଓ ପାତ୍ର ପଣ୍ଡି ମୁସଲମାନ ଭାଇ ଭଉଣୀଙ୍କ ପକ୍ଷରୁ ମହାପୁରୁଷ ମହମ୍ମଦ ଜୟନ୍ତୀ ପାଳିତ

Pottangi, Koraput | Sep 5, 2025
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ଓ ପାତ୍ର ପଣ୍ଡିର ମୁସଲମାନ ଭାଇ ଭଉଣୀ ମାନଙ୍କ ପକ୍ଷରୁ ମହା ଆଡମ୍ବର ସହିତ ହଜରତ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି lପାତ୍ରପଣ୍ଡି ଓ ଥୁବା ମସଜିଦ୍ ରେ ପ୍ରଥମେ ଦେଶ ଓ ଜାତିର ମଙ୍ଗଳ ନିମନ୍ତେ ସମୁହ ନବାଜ ପାଠ କରିବା ସହ ଥୁବା ଓ ପାତ୍ରପଣ୍ଡିର ଭାଇ ଭଉଣୀ ମାନେ ଜୁଲସ ବା ସଭାଯାତ୍ରାରେ ବାହାରି ଭାଇ ଚାରାର ସଂନ୍ଦେସ ଦେଇ ସମସ୍ତେ ଯେମିତି ମିଶିକି ରହିବା ଅନ୍ୟକୁ ସାହାଯ୍ୟ କରିବା ତ୍ରିରଙ୍ଗା ମର୍ଯ୍ୟାଦା ରକ୍ଷା କରିବା ଉପରେ ସ୍ଳୋଗାନ ଦେଇଥିଲେ ପରେ ମିଷ୍ଟାନ ବଣ୍ଟନ କରିବା ସହ ନିଜେ ଅନ୍ୟଜଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Read More News
T & CPrivacy PolicyContact Us