Download Now Banner

This browser does not support the video element.

ରାଇରଙ୍ଗପୁର ସହର: କୂଆଝରି ଗାଁରେ ଜଣେ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଥାନାରେ ମାମଲା

Rairangpur Town, Mayurbhanj | Sep 24, 2024
ଗତକାଲି ରାତ୍ରି ସମୟ କୂଆଝରି ଗାଁ ର ବ୍ୟକ୍ତି ଗାଜିନାଥ ବେଶ୍ରା ଅସୁସ୍ଥ ହେବାରୁ ତାଙ୍କ ପାରିବାର ଲୋକ ମାନେ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସକ ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପରେ ବିଶୋଇ ଥାନା ପୁଲିସ ଆଜି ସକାଳ ୧୦ ଟା ସମୟ ମୃତଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us