Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣି ଠାରେ କଂଗ୍ରେସ ର ପ୍ରେସମିଟ,ଦୁଷ୍କର୍ମ ଓ ମାଡ଼ ମାରିବା ଘଟଣାରେ ପିଡିତଙ୍କୁ ନ୍ୟ ଦାବିରେ ଜିଲା କଂଗ୍ରେସର ଚେତାବନୀ,

Phulabani Town, Kandhamal | Sep 8, 2025
ଦାରିଙ୍ଗିବାଡି ନାବାଳିକା କୁ ଟେକି ନେଇ କାର ଭିତରେ ଦୁଷ୍କର୍ମ ଓ ମାଡ଼ ମାରିବା ଘଟଣାରେ ପିଡିତାଙ୍କୁ ନ୍ୟାୟ ଦାବିରେ ଜିଲା କଂଗ୍ରେସର ଚେତାବନୀ l 48 ଘଣ୍ଟା ପରେ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାନଗଲେ ଦାରିଙ୍ଗିବାଡି ଥାନା ଘେରାଉ କରାଯିବ,ଦାରିଙ୍ଗିବାଡି ନାବାଳିକା କୁ ଟେକି ନେଇ କାର ଭିତରେ ଦୁଷ୍କର୍ମ ଓ ମାଡ଼ ମାରିବା ଘଟଣାରେ ପୋଲିସର ପାରିବ ପଣିଆ କୁ ଜିଲା କଂଗେସ ସନ୍ଦେହ ପ୍ରକାଶ କରିବା ସହ 48 ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ନ କଲେ ଦାରିଙ୍ଗିବାଡି ଥାନା ଘେରାଉ କରାଯିବ
Read More News
T & CPrivacy PolicyContact Us