Download Now Banner

This browser does not support the video element.

ଛତ୍ରପୁର: ଗୋରୁଗାଈଙ୍କ ରାସ୍ତା ଅବରୋଧ ହଟାଇବା ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ନେଇ ବିଇଏମସି କାର୍ଯ୍ୟାଳୟରେ ବୈଠକ

Chhatrapur, Ganjam | Sep 3, 2025
ବୁଲା ଗୋରୁଗାଈଙ୍କ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତକୁ ଦୃଷ୍ଟିରେ ରଖି ବୁଧବାର ମଧ୍ଯାହ୍ନରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡେପୁଟି କମିଶନର ତଥା ବରିଷ୍ଟ ଓଡ଼ିଶା ପ୍ରଶାସନିକ ସେବା ଅଧିକରୀ ଆଶୀର୍ବାଦ ପରିଡ଼ାଙ୍କ ସଭାପତିତ୍ବରେ ମହାନଗର ନିଗମ ସମ୍ବିଳିନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us