This browser does not support the video element.
ପାରଳାଖେମୁଣ୍ଡି: ଡାକ୍ତରୀ ଛାତ୍ରୀ ଙ୍କୁ ହତ୍ୟା ଘଟଣାରେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲା ର ଅନେକ ବେସରକାରୀ ଚିକିତ୍ସାୟ ବନ୍ଦ
Paralakhemundi, Gajapati | Aug 19, 2024
ଡାକ୍ତରୀ ଛାତ୍ରୀ ଙ୍କୁ ହତ୍ୟା ଘଟଣାରେ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲା ର ଅନେକ ବେସରକାରୀ ଚିକିତ୍ସାୟ ବନ୍ଦ ପଶ୍ଚିମବଙ୍ଗ ର ଡାକ୍ତରୀ ଛାତ୍ରୀ ଙ୍କୁ ହତ୍ୟା ଘଟଣାରେ ଗଜପତି ଜିଲ୍ଲା ର ବିଭିନ୍ନ ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ତାଲା ପକାଇ ପ୍ରତିବାଦ କୁ ଓଲ୍ଲାଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ଓଡ଼ିଶା ରାଜ୍ୟ ଶାଖା ର ଡ଼ାକରା ରେ ପାରଳାଖେମୁଣ୍ଡି ସଦରମହକୁମା ର ବିଭିନ୍ନ ବେସରକାରୀ କ୍ଳିନିକ ସମେତ ବିଭିନ୍ନ ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ବନ୍ଦ କରି ପ୍ରତିବାଦ କରୁଛନ୍ତି । ଜିଲ୍ଲାର ପ୍ରାୟ ବେସରକାରୀ ଚିକିତ୍ସାଳୟ ଗୁଡ଼ିକ ବନ୍ଦ କରିବା