Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା ନୁଆସାହି ଠାରେ କଳଶ ଯାତ୍ରା ଅନୁଷ୍ଠିତ ହଇଯାଇଛି,

Phulabani Town, Kandhamal | Sep 28, 2025
ବାଲିଗୁଡା ନୁଆସାହି ଠାରେ କଳଶ ଯାତ୍ରା ଅନୁଷ୍ଠିତ ହଇଯାଇଛି, ଏହି କଳଶଯାତ୍ରା ଟି ରବିବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିଟା ସମୟରେ ଶୈଷ ହଇଛି, ପ୍ରଥମେ ପାଟ୍ଟଖଣ୍ଡା ମନ୍ଦିର କୁ ଆସି ରିତିନୀତି ଅନୁସାରେ ପୁଜା ବିଧି ସରିବା ପରେ କଳଶ ନେଇ ପିଠ କୁ ଯାଇଥିଲେ, ନୁଆସାହି ଅଞ୍ଚଳରେ ପ୍ରାୟ 200ଉର୍ଧ ଜନସାଧାରଣ ଏହା ଯାତ୍ରା ରେ ସାମିଲି ହଇଥିଲେ
Read More News
T & CPrivacy PolicyContact Us