Download Now Banner

This browser does not support the video element.

ଆଠମଲ୍ଲିକ: ମହିଳା ଙ୍କୁ ମାଡ ଅଭିଯୋଗ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନିମିତିରି ଗ୍ରାମର ସୁରଚି ରଣଭଇଁଷା ଙ୍କୁ ସେହି ଗ୍ରାମର ପତି ନାୟକ ମାଡ ମାରିବା

Athmallik, Angul | Sep 2, 2025
ସହ ଗାଳି ଗୁଲଜ କରିଥିବା ସୁରଚି କିଶୋରନଗର ଥାନା ରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୨୫୦/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ସୁରଚି ତାଙ୍କ ମୋବାଇଲ ରେ ତାଙ୍କ ପୁଅ ଙ୍କ ସହ କଥା ହେଉଥିବା ବେଳେ କୌଣସି କାରଣ ନ ଥାଇ ପତି ତାଙ୍କୁ ମାଡ ମାରିଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି । ଏ ନେଇ କିଶୋରନଗର ପୋଲିସ ମଙ୍ଗଳବାର ସନ୍ଧ୍ୟା 6 ତା ରେ ସୂଚନା ଦେଇଛି
Read More News
T & CPrivacy PolicyContact Us