Download Now Banner

This browser does not support the video element.

ପାଲଲହଡା: ଲିଙ୍ଗରାଜ ଓସିପିରୁ ଚୋରି ସାମଗ୍ରୀ ଜବତ ସହ ଚାରି ଅଭିଯୁକ୍ତ ଗିରଫ

Palalahada, Angul | Sep 11, 2025
ଗତ ତା ୦୬.୦୯.୨୦୨୫ ରିଖ ଦିନ ଅଭିଯୋଗକାରି ମଙ୍ଗିରାମ ଚୌଧରୀ ପିତା- ଗୁମରାମ ଚୌଧରୀ ଯିଏ କି ବର୍ତମାନ ଲାବରଟୋରୀ ଇନଚାର୍ଜ ଭାବେ ଲିଙ୍ଗରାଜ ଓସିପିରେ କାମ କରନ୍ତି ଲାବୋରଟୋରୀ ଜିନିଷ ସବୁ ତଦାରଖ କରିବା ସମୟରେ ଜାଣିବାକୁ ପାଇଲେ ଯେ ଲିଙ୍ଗରାଜ ଓସିପିର ଲାବୋରଟୋରୀ ଭିତରୁ ୧୦ ଗୋଟି କ୍ରଶର ମୋଟର,ଗୋଟିଏ ପଲଭେରିଜର ମୋଟର,ଗୋଟିଏ କୁଶର ମୋଟର ସେଟ ସହ ଦୁଇଟି କ୍ରଶର ମାଉଥ କଭାର, ଗୋଟିଏ ୟୁପିଏସ,ଦୁଇଟି ପାଏ ସୁଇଚ ଚୋରୀ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ ଟା ବେଳେ ଚାରିଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Read More News
T & CPrivacy PolicyContact Us