Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରରେ ଅଚେତ ହେଲେ ମହିଳା, ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Puri M, Puri | Aug 23, 2025
ଶ୍ରୀମନ୍ଦିର ରେ ଆଜି ଜଣେ ମହିଳା ଅଚେତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି l କେନ୍ଦ୍ରାପଡ଼ା ଆଳି ଗ୍ରାମର ଗଙ୍ଗଲତା ସାହୁ ବୋଲି ସୂଚନା ମିଳିଛି l ଆଜି ମହାପ୍ରଭୁ ଙ୍କ ଦର୍ଶନ କରି ଫେରିବା ସମୟରେ ଗହଳିରେ ହଠାତ ସେ ଅଚେତ ହୋଇଯାଇ ଥିଲେ l
Read More News
T & CPrivacy PolicyContact Us