Download Now Banner

This browser does not support the video element.

ନୂଆପଡା: ଖାଡିଆଳ ପୋଲିସଙ୍କ ଅଭିଯାନରେ ୨.୭ କିଲୋ ଗାଞ୍ଜା ଜବତ, ୧ ଅଭିଯୁକ୍ତ ଗିରଫ

Nuapada, Nuapada | Sep 7, 2025
ଖାରିଆଳ ପୋଲିସ ଙ୍କ ଅଭିଯାନରେ ୨.୭ କିଲୋ ଗାଞ୍ଜଇ ଜବତ, ଜଣେ ଅଭିଯୁକ୍ତ ଗିରଫ। #OperationPrahar ର ଅନ୍ତର୍ଗତ ଖାରିଆଳ ପୋଲିସ୍ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। Case number 290/2025 ରେ ପୋଲିସ୍ ଅଭିଯାନ କରି ପ୍ରାୟ ୨.୭ କିଲୋ ଅବୈଧ ଗାଞ୍ଜାଇ ଜବତ କରିଥିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ପୋଲିସ୍ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ମାଦକ ପଦାର୍ଥ ଚୋରାଚାଳା ବିରୋଧରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଜିଲ୍ଲାରେ ଅବୈଧ ନର୍କୋଟିକ୍ସ ବିରୋଧରେ ପୋଲିସ୍ ଙ୍କ ଅଭିଯାନ ଆଗାମୀଦିନରେ ମଧ୍ୟ ଅବିରତ ଭାବେ ଜାରି ରହିବ।ବୋଲି ପୋଲିସ କହିଛି.
Read More News
T & CPrivacy PolicyContact Us