Download Now Banner

This browser does not support the video element.

ଗୋପାଳପୁର: ଗୋଳନ୍ଥରା ଠାରେ ବସ ମାଲିକ ସଙ୍ଘ ସହ ପରିବହନ ମନ୍ତ୍ରୀଙ୍କ ବୈଠକ ପରେ ଅଖଚକ ବନ୍ଦ ନିଷ୍ପତ୍ତିରୁ ଓହରିଲା ସଙ୍ଘ, ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

Gopalpur, Ganjam | Oct 7, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ରେ ବସ୍ ମାଲିକ ସଂଘ ସହ ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଯେଉଁଥିରେ ବସ୍ ମାଲିକ ସଂଘ ଅଖ ଚକ ବନ୍ଦ ଡାକରାରୁ ଓହରି ଥିବା ସୂଚନା ମିଳିଛି l ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା l
Read More News
T & CPrivacy PolicyContact Us