Download Now Banner

This browser does not support the video element.

ସୁକିନ୍ଦା: ଖଣି ଅଞ୍ଚଳ ସ୍ଥିତ ଦୁର୍ଗା ପଡ଼ିଆରେ ବେଆଇନ ଟ୍ରକ୍ ପାର୍କିଂକୁ ସ୍ଥାନୀୟ ବାସିନ୍ଦା ବିରୋଧର #jansamasya

Sukinda, Jajpur | Sep 1, 2025
କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ଦୁର୍ଗା ପଡ଼ିଆରେ ବେଆଇନ ଟ୍ରକ୍ ପାର୍କିଂକୁ ସ୍ଥାନୀୟ ବାସିନ୍ଦା ବିରୋଧର କରି ଧାରଣାରେ ବସିଲେ ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ ଖଣି ଅଞ୍ଚଳକୁ ମାଲ ଲୋଡ଼ିଂ କରିବା ପାଇଁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଚାଳକ ମାନେ ବେଆଇନ ଭାବେ ଖଣି ଅଞ୍ଚଳ ସ୍ଥିତ ଦୁର୍ଗା ପଡ଼ିଆରେ ବେଆଇନ ପାର୍କିଂ କରିବା ଓ ସେହି ଟ୍ରକ ଚାଳକ ମାନେ ସ୍ଥାନୀୟ ମହିଳା ମାନଙ୍କୁ ଅସଦାଚରଣ କରିବା ଓ ଏକ ଘରେ କେହି ନଥିବା ସମୟରେ ଅଜଣା ଟ୍ରକ୍ ସ୍ଥାନୀୟ ଏକ ଘର ଭାଙ୍ଗି ଦେବା ଘଟଣାରେ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରି ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us