This browser does not support the video element.
ବରଗଡ: ଚକରକେନ୍ଦ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହେଲା ଆଇନ ସଚେତନତା କାର୍ଯ୍ୟକ୍ରମ
Bargarh, Bargarh (Baragarh) | Sep 10, 2025
ଚକରକେନ୍ଦ ଡିଗ୍ରୀ କଲେଜରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଚକରକେନ୍ଦର ସନ୍ଥ କବି ଭୀମଭୋଇ ମହିମା +୩ ମହାବିଦ୍ୟାଳୟର ସଭା ଗୃହରେ ବୁଧବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି,ଜିଲ୍ଲା ଆଇନ ସେବା ପ୍ରାଧିକରଣର ମୁଖ୍ୟ ସମାଧାନ ଅଧିକାରୀ ଶ୍ରୀ ମୁନସୀ ସାହୁ,ପ୍ୟାନେଲ ଆଇନଜୀବୀ, ମହାବିଦ୍ୟାଳୟର ଆଇନ ପରାମର୍ଶଦାତା ତଥା ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ