Download Now Banner

This browser does not support the video element.

ଖୋର୍ଦ୍ଧା: ରାଜସୁନାଖଳାର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ସ୍ଥାନୀୟ ବିଧାୟକ

Khordha, Khordha | Aug 28, 2025
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବଡ଼କୁମାରୀ ପଞ୍ଚାୟତ ରାଜସୁନାଖଳାର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ। ରାଜ ସୁନାଖଳା ଗଣେଶ ବଜାର ସ୍ଥିତ ଗଣେଶ ମନ୍ଦିର, କାଉଁରୀ ପାଟଣା ସାହି, ବିରି ପାଟଣା ସାହି ପୂଜା ମଣ୍ଡପ ବୁଲି ପ୍ରଭୁ ଗଣେଶଙ୍କ ଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଡକୁମାରୀ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନଙ୍କ ସହିତ ବିଜେଡ଼ିର ବହୁ ଛାମୁଆ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us