This browser does not support the video element.
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଅନ୍ଵେଷା ଛାତ୍ରବାସ ପରିଦର୍ଶନ କରିଲେ ଭଂଜନଗର ଉପ-ଜିଲ୍ଲାପାଳ ।
Bhanjanagar, Ganjam | Sep 26, 2025
ଗଂଜାମ ଜିଲ୍ଲା ଭଂଜନଗର ଅନ୍ଵେଷା ଛାତ୍ରବାସ ପରିଦର୍ଶନ କରିଲେ ଭଂଜନଗର ଉପ-ଜିଲ୍ଲାପାଳ । ଭଂଜନଗର ଉପ-ଜିଲ୍ଲାପାଳ ଅ।ଜି ଦିନ 11 ଘଣ୍ଟ ସମୟରେ ଅଚାନକ ଅନ୍ଵେଷା ଛାତ୍ରବାସ ପରିଦର୍ଶନ କରିବା ସହ ଛାତ୍ରବାସର ପରିଚାଳନା ଉପରେ ଅନୁଧ୍ୟାନ କରିଥିଲେ । ଏଥିସହ ମଧ୍ୟାହ୍ନ ଭୋଜନ ର ମାନ ଜାଂଚ କରିବା ସହ କିଭଳି ଭାବରେ ଛାତ୍ରବାସ ପରିଚାଳନା ହେଉଛି ତାହାର ଅନୁଧ୍ୟାନ କରିଥିଲେ ଉପ-ଜିଲ୍ଲାପାଳ ।