Download Now Banner

This browser does not support the video element.

ଧର୍ମଗଡ: ଗୋଡ଼ଭଞ୍ଜା ଗୋଳେଇଛକ ନିକଟରେ ସଡ଼କ ଦୁର୍ଘଟଣା, ବାଇକ ଆରୋହୀ ଗୁରୁତର

Dharamgarh, Kalahandi | Aug 24, 2025
ଧର୍ମଗଡ ଥାନା ଗୋଡ଼ଭଞ୍ଜା ଗୋଳେଇଛକ ନିକଟରେ ରବିବାର ରାତ୍ର ୭ ଟା ରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ। ଗୁରୁତର ବାଇକ ଆରୋହୀ ହେଉଛନ୍ତି ଛଞ୍ଚାଣବାହିଲି ଗାଁ ର ପ୍ରିୟରଞ୍ଜନ ନାଏକ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ ।
Read More News
T & CPrivacy PolicyContact Us