This browser does not support the video element.
ଝରିଗାଁ: ଏକ ପେଡ୍ ମାଆ କେ ନାମ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ରାବଣାଗୁଡାରେ ବୃକ୍ଷ ରୋପଣ କଲେ ଏସଏଚଜି ମହିଳା
Jharigan, Nabarangpur | Jul 1, 2024
"ଏକ ପେଡ୍ ମାଆ କେ ନାମ" କାର୍ଯ୍ୟକ୍ରମ ଆନୁକୁଲ୍ୟରେ ରାବଣାଗୁଡାରେ ଗଛ ଲଗାଇଲେ ମିଶନଶକ୍ତି ଏସ ଏସ ଜି ଗ୍ରୁପର ମହିଳା ମାନେ।ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାର ମୂଳ ଲକ୍ଷ୍ୟ ହେଲା ସାରା ଓଡ଼ିଶାରେ ମିଶନଶକ୍ତି ଜରିଆରେ ୫କୋଟି ଗଛ ଲଗାଇବାକୁ ରଖାଯାଇଛି ଟାର୍ଗେଟ।ଯାହାବି ହେଉ "ଏକ ପେଡ୍ ମାଆ କେ ନାମ" କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି। ଗଛ ଲଗାଇବା କେବଳ ସରକାରଙ୍କ କାମ ନାହିଁ ଏହା ଆମର ମଧ୍ୟ କର୍ତ୍ତବ୍ୟ।