This browser does not support the video element.
ଓରିଏଣ୍ଟ: ବ୍ରଜରାଜନଗର ହିଲଟପ ଗଣେଷ ପୂଜା କମିଟି ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ଗଣେଷ ଙ୍କ ପୂଜାର୍ଚ୍ଚନା, ଆକୃଷ୍ଟ କରୁଛି ତୋରଣ
Orient, Jharsuguda | Aug 27, 2025
ଅଗ୍ରପୂଜ୍ୟ ଭଗବାନ ଶ୍ରୀ ଗଣେଷ ଙ୍କ ପୂଜାର୍ଚ୍ଚନା ପାଇଁ ଗାଁ ଠୁ ଶହର ଯାଏଁ ଉତ୍ସବ ମୁଖର। ତେବେ ବ୍ରଜରାଜନଗର ହିଲଟପ ଗଣେଷ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଷ ପୂଜାରେ ତୋରଣ ସାଂଗଙ୍କୁ ଗଜାନନ ଗଣେଷ ଙ୍କ ଆକର୍ଷଣୀୟ ମୂର୍ତ୍ତି ସମସ୍ତଙ୍କୁ କରୁଛି ଆକୃଷ୍ଟ। ବ୍ରଜରାଜନଗର ହିଲଟପ ଗଣେଷ ପୂଜା କମିଟି ପକ୍ଷରୁ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ଗଣେଷ ଙ୍କ ପୂଜାର୍ଚ୍ଚନା କରାଯାଇରହିବା ବେଳେ ଆଜି ସନ୍ଧ୍ୟା ଛଅଟା ସମୟରୁ ସଂକୀର୍ତ୍ତନ ଆଦି କରାଯାଇଥିଲା। ପୂଜା କମିଟି ପକ୍ଷରୁ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଵ୍ୟଵସ୍ଥା କରାଯାଇଥିବା ବେଳେ ଆଜି ଅଞ୍ଚଳର ଅନେକ ଭକ୍ତ ହିଲଟପ ଗଣେଷ ପୂଜା ମଣ୍ଡପକୁ