This browser does not support the video element.
ଝାରସୁଗୁଡା: ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଝାରସୁଗୁଡା ଜିଲ୍ଲା ବିଜେପି ଓ ମହିଳା ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା
Jharsuguda, Jharsuguda | Aug 31, 2025
ଝାରସୁଗୁଡା ଜିଲ୍ଳା ର ପୁରୁଣା ବସ୍ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଝାରସୁଗୁଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଏବଂ ମହିଳା ମୋର୍ଚ୍ଚା ତରଫରୁ ଆଜି ଦିନ ଦୁଇଟା ସମୟରେ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦହନ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଦଳର ଉପାଧ୍ୟକ୍ଷ ବିହାର ନିର୍ବାଚନର ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାତା ଙ୍କ ନାମ ରେ ଆଶାଳୀନ ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା ସହିତ ତାଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି ଅବସରରେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା, ମହିଳା ମୋର୍ଚ୍ଚା ର ସଦସ୍ୟା