Download Now Banner

This browser does not support the video element.

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନ ବିଭାଗ ଦ୍ବାରା ବାଘଛାଲ ଜବତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଲା କଂଗ୍ରେସ ।

Bhanjanagar, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନ ବିଭାଗ ଦ୍ବାରା ବାଘଛାଲ ଜବତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଲା କଂଗ୍ରେସ । ଗଲା ଦୁଇ ଦିନ ତଳେ ବିଭାଗ ଦ୍ବାରା ଏକ ଚିତାବାଘ ର ଛାଲକୁ ଜବତ କରିବା ସହ ସାତଜଣ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ଘଟଣାକୁ ନେଇ ଆଜି ଦିନ 11 ଘଣ୍ଟ ସମୟରେ ଭଞ୍ଜନଗର ରେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ ନିଜର ମତାମତ ରଖିଛନ୍ତି । ଏଥିସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହ ବାଘକୁ ସୂରକ୍ଷା ନିମନ୍ତେ ସେ ଦାବି କରିଛନ୍ତି । ତେବେ ବରିଷ୍ଠ କଂଗ୍ରେସ ନେତା କୁଲୁ ଭୂୟାଁ କଣ ମତାମତ ପ୍ରଦାନ କରିଛନ୍ତି ସୁଣନ୍ତୁ ।
Read More News
T & CPrivacy PolicyContact Us