Download Now Banner

This browser does not support the video element.

ଜଗତସିଂହପୁର: ହରିସିଂ ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ସୁମନ୍ତ ମଲ୍ଲିକ ଜଗତସିଂହପୁର ମେଡିକାଲରେ ରଖିଲେ ପ୍ରତିକ୍ରିୟା

Jagatsinghapur, Jagatsinghpur | Sep 8, 2025
ଗଣେଷ ଭଷାଣି ସମୟରେ ହରିସିଂ ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ ଜଗତସିଂହପୁର ମେଡିକାଲରେ ଭର୍ତି ହୋଇଥିବା ଆହତ ବ୍ୟକ୍ତି ସୁମନ୍ତ ମଲ୍ଲିକ ରଖିଲେ ପ୍ରତିକ୍ରିୟା । ଆଜି ଦିନ ୩ ଟା ସମୟରେ ସେ ନିଜର ପ୍ରତିକ୍ରିୟା ମେଡିକାଲ ପରିସରରେ ରଖିଛନ୍ତି ।
Read More News
T & CPrivacy PolicyContact Us