Download Now Banner

This browser does not support the video element.

ବରଗଡ: ସୋହେଲାକୁ NAC ଘୋଷଣା କରାଯାଇଥିବା ନେଇ ବରଗଡ଼ ସର୍କିଟ ହାଉସ ଠାରେ ପ୍ରତିକ୍ରିୟା ରଖିଲେ ଭଟଲି ବିଧାୟକ

Bargarh, Bargarh (Baragarh) | Aug 31, 2025
ବରଗଡ଼ ଜିଲ୍ଲାର ସୋହେଲାକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଏନେଇ ବରଗଡ଼ ସର୍କିଟ ହାଉସ ଠାରେ ରବିବାର ଅପରାହ୍ନ 4 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ | ରାଜ୍ୟ ସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲାର ସୋହେଲାକୁ NAC ଘୋଷଣା ହୋଇଛି l କିଛି ଦିନ ପୂର୍ବରୁ ଭଟଲି ବିଧାୟକ ଇରାସିଶ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୋହେଲାକୁ NAC ଘୋଷଣା କରିବା ପାଇଁ ଦାବିପତ୍ର ଦେଇଥିଲେ ।
Read More News
T & CPrivacy PolicyContact Us