Download Now Banner

This browser does not support the video element.

ବରଗଡ: ବିଦ୍ୟୁତ ବିଭାଗ ପକ୍ଷରୁ ଆଶା କିରଣ ସମେତ ଅନେକ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Aug 23, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ଶନିବାର ରାତ୍ରି 8 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରର ବିଦ୍ୟୁତ କାର୍ଯ୍ୟର ରକ୍ଷଣା ବେକ୍ଷଣ ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା ସମୟରୁ ମଧ୍ୟାହ୍ନ 12.30 ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l ତେବେ ଆଶା କିରଣ ଏରିଆ,ମାତୃ ବିହାର ଏରିଆ,SS ଗ୍ରୀନ ହୁଡ ଏରିଆ,SS ଲକ୍ଷ୍ମୀ ନାରାୟଣ ଭିଲ୍ଲା,ଶ୍ରୀଧାମ ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
Read More News
T & CPrivacy PolicyContact Us