Download Now Banner

This browser does not support the video element.

ନର୍ଲା: ସାନ ଘୁଣ୍ଡୁରି ଗ୍ରାମର ଜଣେ 75 ବର୍ଷୀୟ ବୃଦ୍ଧା ଙ୍କୁ ତାଙ୍କ ତିନି ପୁଅ ସହିତ ବୋହୂ ଭରଣ ପୋଷଣ କରୁନଥିବା ଘଟଣା କୁ ନେଇ ଥାନାରେ ଅଭିଯୋଗ ଘଟଣା

Narala, Kalahandi | Sep 25, 2025
ଗତ କିଛି ଦିନ ତଳେ ନର୍ଲା ଥାନା ଅନ୍ତର୍ଗତ ସାନ ଘୁଣ୍ଡୂରି ଗ୍ରାମର ଜଣେ 75 ବର୍ଷୀୟା ବୃଦ୍ଧା ଙ୍କୁ ନିଜ ତିନି ପୁଅ ବୋହୁ ପଚରା ଉଚୁରା କରୁନାହାନ୍ତି ଓ ଘରୁ ବାହାର କରିଦେଇଛନ୍ତି ଏ ଘଟଣା କୁ ନେଇ ଥାନାରେ ଅଭିଯୋଗ କରିଥିଲେ ବୃଦ୍ଧା ଅଭିଯୋଗ ପାଇ ପୋଲିସ ଆଜି ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଉଭୟ ପକ୍ଷ ଙ୍କୁ ଥାନାକୁ ଡ଼କାଇ ଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us