Download Now Banner

This browser does not support the video element.

ନୂଆଗାଁ: ସାନ କୁସ୍ତା ଗ୍ରାମରେ ଓଡିଶା ଆନ୍ଧ୍ର ସୀମାନ୍ତ ଅଧିବାସୀଙ୍କୁ ନେଇ ଓଡ଼ିଆ ଭାଷା ସୁରକ୍ଷା ସମିତି ଗଠିତ

Nuagaon, Ganjam | Sep 22, 2024
ଓଡିଶା ଓ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଛିନ୍ନାଞ୍ଚଳରେ ସେଠାକାର ଜନ ସଂଖ୍ୟାର ଅର୍ଦ୍ଧାଧିକ ଓଡ଼ିଆ ଲୋକ ବସବାସ କରୁଥିବା ବେଳେ ଆନ୍ଧ୍ର ସରକାରଙ୍କ ଅବହେଳା କ୍ରମେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l ଏହାର ସମାଧାନ ନିମନ୍ତେ ପାତ୍ରପୁର ବ୍ଲକ ନିକଟସ୍ଥ ସାନ କୁସ୍ତା ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ବୁଡ଼ାରସିଙ୍ଗି ସରପଞ୍ଚ ସୁରେଶ ପାଣିଗ୍ରାହୀଙ୍କ ଅଧ୍ୟାକ୍ଷତାରେ ଓଡ଼ିଆ ସମାଜ ବସିଥିଲା l
Read More News
T & CPrivacy PolicyContact Us