Download Now Banner

This browser does not support the video element.

ମାଲକାନଗିରି: କୁଡୁମୁଳୁଗୁମ୍ମା ଯୁବ ତାରକା ପୂଜା କମିଟି ଓ ବିଘ୍ନ ବାହିନୀ ହର୍ତ୍ତା କମିଟି ପକ୍ଷରୁ ଗଣେଶ ପୂଜା ଭସାଣି ଅନୁଷ୍ଠିତ

Malkangiri, Malkangiri | Aug 31, 2025
ଆଜି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ଯୁବ ତାରକା ପୂଜା କମିଟି ଓ ବିଘ୍ନ ବାହିନୀ ହର୍ତ୍ତା କମିଟି ପକ୍ଷରୁ ଗଣେଶ ପୂଜା ଭସାଣି ଅନୁଷ୍ଠିତ ହୋଇଯାଇଛି। କୁଡୁମୁଲୁଗୁମ୍ମାର ବିଭିନ୍ନ ଗାଳି କନ୍ଦି ସହ ପୁରା ବଜାର ଗଣେଶ ପ୍ରଭୁଙ୍କୁ ନେଇଥିଲେ। ଏହି ଅବସରରେ କୁଡୁମୁଲୁଗୁମ୍ମା ଗ୍ରାମର ଦୁଇଟି ପୂଜା କମିଟିର ସଦସ୍ୟ ଓ ଗ୍ରାମର ଲୋକେ ଉପସ୍ଥିତ ରହି ଗୀତ ତାଳେ ତାଳେ ଓ ବାଜା ତାଳେ ତାଳେ ଗଣେଶ ପ୍ରଭୁଙ୍କୁ ଭସାଣି କରିବା ନିମନ୍ତେ ନେଇ ଯାଇଥିଲେ।
Read More News
T & CPrivacy PolicyContact Us