Download Now Banner

This browser does not support the video element.

କେନ୍ଦ୍ରାପଡା: ଆଳି ବ୍ଲକରେ ତୃତୀୟ ବନ୍ୟା ପରିସ୍ଥିତି ସୃଷ୍ଟି

Kendrapara, Kendrapara | Aug 25, 2025
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ତୃତୀୟ ବନ୍ୟା ।ଲଗାଣ ବର୍ଷା ଯୋଗୁଁ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖରସ୍ରୋତା ଓ ଏହାର ଶାଖା କାଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ଆଳି ଗୋବିନ୍ଦପୁର ମୁଖ୍ୟ ରାସ୍ତାର ମାନପୁର ଘୋଷରା ନିକଟରେ ପ୍ରାୟ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ପେତପଡା, ଏରଡ଼ଙ୍ଗ, ପାଳିମି, ଦେସାହି, ସଂସିଦ୍ଧା, ଗୋବିନ୍ଦପୁର, ଜୁଆଣିଆ, ଅର୍ଗଳ, ଡିମିରିପାଳ ଆଦି ପଞ୍ଚାୟତ ପାଣି ଘେରରେ ରହିଛି । ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଏହି ସୂଚନା ମିଳିଛି
Read More News
T & CPrivacy PolicyContact Us