This browser does not support the video element.
ଦେବଗଡ: ଭାଲିଆଡିହ ବଣିଆଁସାହିରେ ମା’ ଗଜେଶ୍ୱରୀ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ
Debagarh, Debagarh (Deogarh) | Oct 7, 2025
ତିଲେଇବଣି ବ୍ଲକ ତାଳକୁଣ୍ଡି ଗ୍ରାମପଂଚାୟତ ଭାଲିଆଡିହ ଗ୍ରାମ ବଣିଆଁସାହିରେ ନବନିର୍ମୀତ ମା’ ଗଜେଶ୍ୱରୀ ଗୋଷ୍ଠୀ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଏବଂ ଉପାଧ୍ୟକ୍ଷା ଆରତୀ ପ୍ରଧାନ ଫିତାକାଟିବା ସହିତ ଉଦଘାଟନୀ ଫଳକ ଉନ୍ମୋଚନ କରିଥିଲେ । ଅନ୍ୟତମ ଅତିଥି ଭାବେ ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।