Download Now Banner

This browser does not support the video element.

ଆଠମଲ୍ଲିକ: ମାଧପୁର ବଜାରର ବ୍ୟବସାୟୀ ଗୋପାଳ ସାହୁ ଙ୍କ ଦେହାନ୍ତରେ ଶୋକ ପାଳନ ଓ ଦୋକାନ ବଜାର ବନ୍ଦ

Athmallik, Angul | Apr 14, 2024
ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରର ବ୍ୟବସାୟୀ ଗୋପାଳ ସାହୁ କିଛିଦିନ ତଳେ ଦୁର୍ଘଟଣା ର ଶିକାର ହୋଇଥିବାବେଳେ ଗତକାଲି ଅର୍ଥାତ୍ ଶନିବାର ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ସ୍ମୃତିରେ ରବିବାର ଦିନ ପ୍ରାୟ ଗୋଟାଏ ସମୟରେ ମାଧପୁର ବଜାର ର ମଧ୍ଯ ଭାଗରେ ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଏକ ଶୋକସଭା ପାଳନ ହେବାସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ଜଣାପଡିଛି । ଏହାସହିତ ତାଙ୍କ ସମ୍ମାନର୍ଥେ ରବିବାର ଦିତିୟାର୍ଦ୍ଧରେ ମାଧପୁର ବଜାର ସମୂର୍ଣ୍ଣ ବନ୍ଦ ରହିଛି ।
Read More News
T & CPrivacy PolicyContact Us