This browser does not support the video element.
ରେଙ୍ଗାଲି: ପିତାବାଲି ମନ୍ଦିର ନିକଟରେ ମହିଳାଙ୍କ ଠାରୁ ଲୁଟ ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ସଦର ପୋଲିସ
Rengali, Sambalpur | Oct 9, 2024
ଜଣେ 60 ବର୍ଷୀୟା ମହିଳା ଚାଉଁରପୁର ପଟରୁ ନିଜ ଗାଁ ସିନ୍ଦୁରପଙ୍କ କୁ ଯାଉଥିବା ବେଳେ 2 ଜଣ ଅଜଣା ବ୍ୟକ୍ତି ମହିଳା ଙ୍କୁ ଲିଫ୍ଟ ଦେବା ବାହାନାରେ ନେଇ ସିନ୍ଦୁରପଙ୍କ ପୀତାବାଲି ମନ୍ଦିର ନିକଟରେ ମହିଳା ଙ୍କ ଠାରୁ 50 ହଜାର ଟଙ୍କା ସହ ଗୁରୁତ୍ୱପୂର୍ଣ କାଗଜ ପତ୍ର ଲୁଟ କରି ଫେରାର ମାରିଥିଲେ l ତେବେ ଏହି ଘଟଣାରେ ସଦର ପୋଲିସ 2 ଜଣ ଅଭିଯୁକ୍ତ ଶିବ ବାଗ ଓ ଜୋତୀନ୍ଦ୍ର ରନବିଡା ଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ଙ୍କ ଠାରୁ 42,580 ଟଙ୍କା, ଏକ ଦୁଇଚକିଆ ଯାନ ଏବଂ ଲୁଟ ହୋଇଥିବା ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରିଛି l