This browser does not support the video element.
କୁଚିଣ୍ଡା: କୁଚିଣ୍ଡା ସ୍ଥିତ ସ୍ମୃତି ଭବନ ପରିସରରେ ଅମୃତ ମିତ୍ର ଅଭିଯାନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Kochinda, Sambalpur | Aug 24, 2025
କୁଚିଣ୍ଡା ସ୍ଥିତ ସ୍ମୃତି ଭବନ ପରିସରରେ ଅମୃତ ମିତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ "Women for Tree" ଅଭିଯାନରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ରବିବାର ଦିନ ୧୧ ଟାରୁ ସନ୍ଧ୍ୟା ୬ ଟା ମଧ୍ୟରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗ ଦେଇ ମହିଳା ମାନକୁ ଉତ୍ସାହିତ କରିବା ସହ ବୃକ୍ଷରୋପଣ କରିଥିଲେ।