Install App
jeyporekhabar
This browser does not support the video element.
ଜୟପୁର: ବିଜୁ ଜନତା ଦଳ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ଙ୍କୁ ଜୟପୁର ଏୟାର ପୋର୍ଟ ରେ ସ୍ୱାଗତ
Jeypore, Koraput | Sep 6, 2025
ବିଜୁ ଜନତା ଦଳ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ଙ୍କୁ ଜୟପୁର ଏୟାର ପୋର୍ଟ ଠାରେ ଜୟପୁର ବିଜୁ ଜନତା ଦଳ ପକ୍ଷରୁ ସ୍ଵାଗତ କରାଯାଇଛି । ଏହି ଅବସରରେ ଆଜି ଅପରାହ୍ନ 1ଘଣ୍ଟା ସମୟରେ ଗଣ ମାଧ୍ୟମକୁ ସୂଚନା ଦେଲେ କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର l
Share
Read More News
T & C
Privacy Policy
Contact Us
Your browser does not support JavaScript!