Install App
boudhtahasilkhabar
This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ଗାନ୍ଧି ଛକ ସ୍ଥିତ ମାରୱାଡ଼ି ଧର୍ମଶାଳା ପରିସରରେ ଜିଲ୍ଲା ଫଟୋଗ୍ରାଫର ୟୁନିଅନ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
Baudh Sadar, Boudh (Bauda) | Aug 24, 2025
ବୌଦ୍ଧ ସହର ଗାନ୍ଧୀଛକ ସ୍ଥିତ ମାରୱାଡ଼ି ଧର୍ମଶାଳା ପରିସରରେ ଜିଲ୍ଲା ଫୋଟୋଗ୍ରାଫର ୟୁନିଅନ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ରାଜେନ୍ଦ୍ର ସାହୁଙ୍କ ନେତତ୍ୱରେ one Stop ଭୁବନେଶ୍ବର ଦ୍ଵାରା ଆୟୋଜିତ fundamental ଅପ୍ ଲାଇଟିନିଂ କର୍ମଶାଳା ଅନୁଷ୍ଠିତ ହେଇଥିଲା l ବିଭିନ୍ନ ସମୟରେ ଫୋଟ ଉତଳନ କରିବା ବେଳେ କିଭଳି ଲାଇଟ୍ ର ବ୍ୟବହାର କରାଯିବ ଓ ଫୋଟ ଗ୍ରାଫି କୁ ଆହୁରି ଅଧିକ କୁଆଲିଟି ହୋଇପାରିବ ସେନେଇ ଆଲୋଚନା କରିଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!