Download Now Banner

This browser does not support the video element.

ଉଦଳା: ଉଦଳା ବୃନ୍ଦାଗଡି ଠାରେ ସ୍ୱାବଲମ୍ବୀ ମହିଳାଙ୍କୁ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

Udala, Mayurbhanj | Sep 23, 2025
ଉଦଳା ବୃନ୍ଦାଗଡି ଠାରେ ସ୍ୱାବଲମ୍ବୀ ନିମନ୍ତେ ମହିଳାମାନଙ୍କୁ ମଙ୍ଗଳବାର ଦିନ ପ୍ରାୟ ୧୨ଟାରେ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ପରିଷଦ ବୈଠକରେ ଉପସ୍ଥିତ ଅତିଥି ଏବଂ ଟ୍ରେନର ଦେଲେ ଟ୍ରେନିଂ। ହିଙ୍ଗୁଳା ଏଗ୍ରି ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଖଲିପତ୍ର ପ୍ରସ୍ତୁତି, ଫିନାଇଲ, ସିଲେଇ ଟ୍ରେନିଂ, ମହୁ ଏଭଳି ଅନେକ ସାମଗ୍ରୀର ପ୍ରସ୍ତୁତି ଓ ବିକ୍ରୟ କୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
Read More News
T & CPrivacy PolicyContact Us